ରାଜଧାନୀରେ ଶକ୍ତି ଦେଖାଇଲା ଜନଜାତି ସୁରକ୍ଷା ମଞ୍ଚ

ପ୍ରକୃତ ଜନଜାତି ଚିହ୍ନଟ ଓ ୩୪୨ ଧାରା ସଂଶୋଧନ ଜରୁରି ଭୁବନେଶ୍ୱର: ନିରୀହ ଆଦିବାସୀମାନଙ୍କୁ ପ୍ରଲୋଭିତ କରି ବେଆଇନ ଭାବେ ଓଡ଼ିଶାରେ ଧର୍ମାନ୍ତରୀକରଣ ଅବିରତ ଚାଲିଛି। ଓଡ଼ିଶା ଫ୍ରିଡମ୍‌ ଅଫ୍‌ ରିଲିଜିଅନ୍‌ ଆକ୍ଟ ୧୬୭ ଅନୁଯାୟୀ ପ୍ରଲୋଭିତ କରି କିମ୍ବା ଡରାଇ, ଧମକାଇ ଧର୍ମ ପରିବର୍ତ୍ତନ କରାଇବା ଦଣ୍ଡନୀୟ ଅପରାଧ। କିନ୍ତୁ ଓଡ଼ିଶାରେ ଏହାକୁ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଧର୍ମାନ୍ତର କାର୍ଯ୍ୟ କରୁଥିବା ଏଜେନ୍ସି ବା ସଂସ୍ଥାମାନଙ୍କୁ ପରୋକ୍ଷ … Continue reading ରାଜଧାନୀରେ ଶକ୍ତି ଦେଖାଇଲା ଜନଜାତି ସୁରକ୍ଷା ମଞ୍ଚ